ଚୀନରେ ଫ୍ଲପ ହେଲା ଫିଲ୍ମ ୨.୦

ନୂଆଦିଲ୍ଲୀ,୧୫/o୯(ରବି ଦାସ) :ଭାରତର ଦୁଇଟି ସବୁଠାରୁ ବ୍ଲକବଷ୍ଟର ଫିଲ୍ମ ବାହୁବଳୀ-୨ ଓ ୨.୦ ଚୀନରେ ସେମିତି କିଛି କମାଲ ଦେଖାଇପାରିନାହିଁ । ରଜନୀକାନ୍ତ ଓ ଅକ୍ଷୟକୁମାର ଅଭିନୀତ ୨.୦ ଚୀନରେ ସେତେଟା ସଫଳତା ପାଇପାରିନାହିଁ । ଏହି ଫିଲ୍ମତି ହିନ୍ଦୀ, ତାମିଲ ଓ ତେଲୁଗୁ ସଂସ୍କରଣରେ ଭଲ ବ୍ୟବସାୟ କରିଥିଲେ ବି ଚୀନ ଦର୍ଶକଙ୍କୁ ସେତେ ପ୍ରଭାବିତ କରିପାରିନାହିଁ ।

ADVERTISEMENT