କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ପରବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

45

କନ୍ଧମାଳ,୧୬/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ପରବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏହି ବୈଠକ ଜି ଉଦୟଗିରି ବ୍ଲକ କଳିଙ୍ଗା ଠାରେ କରାଯାଇଥିଲା । ଏହି ବୈଠକରେ ଓଡିଶାର ଜଙ୍ଗଲ ପରିବେଶ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରତାପ କିଶୋର ଦେବ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ର ମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର,ଯୋଗଦେଇଥିଲେ କନ୍ଧମାଳ ଜିଲ୍ଲା ବିଜେଡି ପରିବାର ତରଫରୁ ଫୁଲଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ଏହା ପରେ ଆଗକୁ ଜିଲ୍ଲାରେ ବିଜେଡିରେ ସଭ୍ୟ ସଂଖ୍ୟା ବୃଦ୍ଧି ହେବ ଏନେଇ ଆଲୋଚନା ହୋଇଥିଲା ଏହି ବୈଠକ କନ୍ଧମାଳ ଜିଲ୍ଲାର ବହୁ ବରିଷ୍ଠ ନେତା ଓ କର୍ମୀ ବିଜୁ ଯୁବ କର୍ମୀ ଓ ମହିଳା କର୍ମୀଙ୍କ ମଧ୍ୟ୍ୟ ଯୋଗ ଦେଇଥିଲେ ।

ADVERTISEMENT