କୁକୁଡ଼ାଖଣ୍ଡି ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବାହାଘର

18

କୁକୁଡାଖଣ୍ଡି,୧୮/ ୯ (ଇ. ରଞ୍ଜନ ): କୁକୁଡାଖଣ୍ଡି ବ୍ଲକରେ ମଙ୍ଗଳବାର ଅପରାର୍ହ୍ନରେ ନୂତନ ବିଡିଓ ଭାବେ ଗଦାଧର ପାତ୍ର ଯୋଗଦେଇଛନ୍ତି l ଏଥି ପୂର୍ବରୁ ସେ ଧରାକୋଟ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ l ଏହି ବ୍ଲକରେ କାର୍ଯ୍ୟରତ ଥିବା ବିଡିଓ ଜିବନଚନ୍ଦ୍ର ମଲ୍ଲିକ ଜଗତସିଂହପୁର ଜିଲ୍ଲାର ବିରୁଡ଼ି ବ୍ଳକକୁ ବଦଳି ହୋଇଛନ୍ତି lନୂତନ ବିଡିଓ ଦାଇତ୍ଵ ନେବା ପରେ ବ୍ଳକର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି lନୂତନ ବିଡିଓଙ୍କ ଯୋଗଦାନ ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ଏବିଡିଓ ଭବାନୀ ଶଙ୍କର,ସୁଜିତ କୁମାର ତହଲ,ଯୋଗାଣ ଅଧିକାରୀ ଜି. ପ୍ରଶାନ୍ତ କୁମାର ରାଓ,ବ୍ଳକ ବିଜେଡି ସଭାପତି ସନ୍ତୋଷ ଚୋୖଧୁରୀ,କୈଳାଶ ରଣା,ହେଡକ୍ଲାର୍କ ସାହେବ ଶବର,କେସିୟର ସନ୍ତୋଷ ଆଚାଯ୍ୟ ,ଜିପଇିଓ ପ୍ରଶାନ୍ତ ରଥ,ଏପିଓ ନନ୍ଦୀନୀ ଦେବୀ,ଜେଇ ମନୋରଞ୍ଜନ ପାଣିଗ୍ରାହୀ,ପିଓ ଅଶୋକ ପଟନାୟକ,ଧରିତ୍ରୀ ଦେବୀ,ନିହାରିକା,ଜିଆରଏସ ସଙ୍ଘ ସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ l

ADVERTISEMENT