ବଢେଇସମାଜ ପଷରୁ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା

9

କୁକୁଡାଖଣ୍ଡି,୧୮/ ୯ (ଇ. ରଞ୍ଜନ )- କୁକୁଡାଖଣ୍ଡି ସୋମପେଟା ସାହିରେ ବଢେଇସମାଜ ପଷରୁ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସକାଳୁ ପ୍ରଭୁଙ୍କୁ ଆବହନ ପରେ ପୂଜାର୍ଚ୍ଚନା ସାଙ୍ଗକୁ ହୋମଯଜ୍ଞ ଓ ପ୍ରସାଦ ସେବନ କରାଯାଇଥିଲା l ଏହି ଉତ୍ସବରେ ବଢେଇ ସମାଜର ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗ ଦେଇ ଆଶୀର୍ବlଦ ଗ୍ରହଣ କରିଥିଲେ lସଭାପତି ଅଶୋକମହାରଣା,ସଂଜୟମହାରଣା,ପ୍ରଭାକର ମହାରଣା,ଭଗବାନ ମହାରଣା,ଟୁନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ADVERTISEMENT