ସରକାରୀ ଗାଡି ବେଧଡକ ବେନିୟମରେ ଚାଲିଛି

20

ବ୍ରହ୍ମପୁର,୧୮/୯(ଗୁରୁ ପ୍ରସାଦ) : ମଙ୍ଗଳବାର ୧୭/୦୯/୧୯ ବି ଏମ୍ ସି ର ର ଗାଡି ନୋ ଏଣ୍ଟ୍ରି ସମୟରେ ବୁଲୁଛି ଓ ଏହି ଗାଡ଼ିଟି ନମ୍ବର୍ ବିହୀନ ଅଟେ ସହର ମଧ୍ୟରେ ଦୃତଗତିରେ ଯାଉଛି। ଏଥିପ୍ରତି ପ୍ରଶାସନର କିମ୍ବା ପୋଲିସର ଦୃଷ୍ଟି ନାହିଁ କାହିଁକି ? ଏବଂ ଗୋଟିଏ ଆମ୍ବୁଲାନ୍ସ ଗାଡି ପ୍ରବଳ ଧୂଆଁ ବାହାର କରି ବାୟୁ ପ୍ରଦ୍ୟୁଷଣ କରି ଚାଲିଛି । ପ୍ରଶାସନ ସାଧାରଣ ଜନତା ପ୍ରତି ଯାହା ଦାଇତ୍ୱ ଓ ନିୟମ ପ୍ରଣୟନ କରିଛି ତାହା ପ୍ରଶାସନ ନିଜ ଗାଡି ଅବା ଯେକୌଣସି ସରକାରୀ ଗାଡି ପ୍ରତି ସମାନ ନିୟମ ଅମଳ କରିବା ଦରକାର । ଏହି ଗାଡି ପାଇଁ ଜରିମାନା ଦେଵ କିଏ ?

ADVERTISEMENT