ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଦିନିକିଆ ଗଜପତି ଗ୍ରସ୍ତ

19

ପାରଳାଖେମୁଣ୍ଡି,୧୮/୯(ପ୍ରଭାତ କୁମାର ପାତ୍ର ) : ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଵିଭିନ୍ନ ବିଭାଗର ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରିବା ସହ କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ମୁଖ୍ୟତଃ ପରିବହନ ବିଭାଗର ରହିଥିବା ସମସ୍ୟା ଓ ଉପାନ୍ତ ଅଞ୍ଚଳକୁ ଅଧିକ ବସ ଚଳାଚଳ ଏବଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ , ପଲୁସନ ଟେଷ୍ଟିଙ୍ଗ ସେଣ୍ଟର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

ADVERTISEMENT