ଦିଗପହଣ୍ଡିରୁ ୬ଜଣ ଜୁଆଡି ଗିରଫ

79

ଦିଗପହଣ୍ଡି ,୩୧/୮(ଏଜେନସି) : ଦିଗପହଣ୍ଡି ଥାନା ଅଧୀନ ତଲାସିଂ ଗ୍ରାମରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ ତାଶ ପ୍ୟାକେଟ ଓ ନଗଦ ୫ହଜାର୍ ୨୫୦ ଟଙ୍କା ପୋଲିସ ଜବତ କରିଛି । ଏନେଇ କେସ ନଂ ୧୬୫/୧୯ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

ADVERTISEMENT