ମହିଳାଙ୍କୁ ଅଶ୍ଲୀଳ ଫଟୋ ପଠାଇ ଯୁବକ ଗିରଫ

17

ହିଂଜିଳିକାଟୁ, ୨୧ା୯ (ଶେଷଦେବ ସାହୁ): ହିଂଜିଳି ଥାନା ଅଂଚଳର ଜଣେ ବିବାହିତା ମହିଳା ଓ ମହିଳାଙ୍କ ଭାଇଙ୍କ ମୋବାଇଲକୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଶନିବାର ପୋଲିସ ସଂପୃକ୍ତ ଅଂଚଳର ଜଣେ ଯୁବକଙ୍କୁୁ ଗିରଫ କରିଛି । ଏ ନେଇ ନଂ- ୨୪୯/୧୯ରେ ମାମଲା ରୁଜୁ କରି ଗିରଫ ବ୍ୟକ୍ତି ଜଣକୁ ପୋଲିସ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ADVERTISEMENT