ଜିଲ୍ଲାପାଳ ଙ୍କ ଗ୍ରସ୍ତ କୁ ନେଇ ସିଡିପିଓ କାର୍ଯ୍ୟାଳୟ ତତ୍ପର

21

କୁକୁଡ଼ାଖଣ୍ଡି,୨୩/୯ (ଇ.ରଞ୍ଜନ):କୁକୁଡ଼ାଖଣ୍ଡି ସମ୍ମନୀତ ଶିଶୁ ବିକାଶ ସମିତି ରବିବାର ଛୁଟି ଦିନ ରେ ଖୋଲା ରହିବା କୁ ନେଇ ଉଠିଛି ପ୍ରଶ୍ନବାଚି ସେlମବାର ଜ଼ିଲ୍ଲାପାଳ କୁକୁଡ଼ାଖଣ୍ଡି ବ୍ଲକ କୁ ପରିଦର୍ଶନ ଦୃଷ୍ଟି କୁ ନେଇ ଶିଶୁ ବିକାଶ କେନ୍ଦ୍ର ରେ ବ୍ୟାପକ ଅନ୍ୟମିତତା ଦୃଷ୍ଟି କୋଣ ରୁ ନେଇ ପ୍ରଶାସନ ର ତତ୍ପରତା ହେଉଥିବା କୁହାଯାଉଛି l ଏବଂ ଜିଲ୍ଲା ପ୍ରଶାସନ ବୁଝାମଣାରେ ଏହିସବୁ କାର୍ଯ୍ୟ ପନ୍ଥା ଚାଲୁଥିବା ସାଧାରଣ ରେ ସନ୍ଧେହ ପ୍ରକାଶ ହୋଇଛି ରବିବାର ଫାଇଲ ଚାଷ ଚାଲିଛି ବିଭିନ ଯୋଜନା ର ଫଳକ ସବୁ ଲଗାଯାଉଛି l ଯାହା କି ଆଗରୁ ହୋଉନଥିଲା ଏବେ ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ଚାଲିଛି ସିଡିପିଓ କାର୍ଯ୍ୟାଳୟ. ଯାହା କୁ ନେଇକି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ସୁପରଭାଇଜର ମାନେ ରବିବାର ଦିନ କାର୍ଯ୍ୟାଳୟ କୁ ଆସି ସବୁ ସଜାଡୁଛନ୍ତି କିନ୍ତୁ ସିଡିପିଓ ଦେଖା ମିଳୁନାହିଁl

ADVERTISEMENT