ଦିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ବ୍ରହ୍ମପୁତ୍ର ଏକ୍ସପ୍ରେସରେ ନିଆଁ

19

ଆସାମ, ୨୩/୯ (ଏଜେନସି) : ଆସାମର ଦିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ବ୍ରହ୍ମପୁତ୍ର ଏକ୍ସପ୍ରେସରେ ଆଜି ନିଆଁ ଲାଗିଯାଇଥିବା ଖବର ହସ୍ତଗତ ହୋଇଛି । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇଥିବା ଖବର ମିଳିନାହିଁ । ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୦ଟା ବେଳେ ବ୍ରହ୍ମପୁତ୍ର ଏକ୍ସପ୍ରେସ ମୁଙ୍ଗେର ଜିଲ୍ଲାର ଦଶରଥପୁର ଷ୍ଟେସନ ଅତିକ୍ରମ କରୁଥିବାବେଳେ ଟ୍ରେନର ପାଓ୍ଵାର କାର(ଜେନେରେଟର ବ୍ରେକ ଭ୍ୟାନ)ରେ ଧୂଆଁ ଉଠୁଥିବା ଜଣାପଡିଥିଲା ।

ADVERTISEMENT