ସମାନ୍ୟ ବର୍ଷାରେ ଅସରାଏ ପାଣି ।

29

ବ୍ରହ୍ମପୁର,୨୪/୯(କିରଣ କୁମାର ):ବ୍ରହ୍ମପୁରରେ ସମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ଠାରୁ ମେଡିକାଲ୍ ଯିବା ରାସ୍ତାରେ ଅସରାଏ ପାଣି । ନାଳ ଫୁଲ୍ ହୋଇ ରୋଡରେ ପାଣି ଭାସୁଛି, ରାସ୍ତା ଖୋଳି ତାର କାମ ମଧ୍ୟ ସଂପୂର୍ଣ୍ଣ ଭାବେ ସମାପ୍ତ କରାଯାଉ ନାହିଁ ଏବଂ ରାସ୍ତାଘାଟ ଖାଲଢିପ ରହିବା ହେତୁ ପାଣିରେ ପରିପୂର୍ଣ୍ଣ ରହୁଛି। ଯାହା ଫଳରେ ରୋଗୀ ଯିବାଆସିବାରେ ବାଧା ସୃଷ୍ଟି ହେଉଛି । କିନ୍ତୁ ଏଥିପ୍ରତି କାହାର ଦୃଷ୍ଟି ନାହିଁ ।

ADVERTISEMENT