ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣ

9

ରାୟପୁର,(ଏଜେନ୍ସି): ଛତିଶଗଡ଼ କାଙ୍କେର ଜିଲାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଏକ ଡିଜେଲ୍‌ ଟ୍ୟାଙ୍କର ଜଳିପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୟାଙ୍କରଟି ରେଲଓ୍ବେ କାମରେ ବ୍ୟବହୃତ ହୋଇଥିଲା।

ADVERTISEMENT