ବଢ଼ିଲା ରାସନ କାର୍ଡ- ଆଧାର ଲିଙ୍କ ଅବଧି

10

ଭୁବନେଶ୍ୱର,୩୧/୮(କୁନା ପ୍ରଧାନ) : ଅଗଷ୍ଟ ୩୧କୁ ରାସନ କାର୍ଡ- ଆଧାର ଲିଙ୍କ୍‌ ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ତେବେ ଶନିବାର ଏହାର ସଂଯୋଗ ଅବଧିକୁ ସରକାର ବଢ଼ାଇ ଦେଇଛନ୍ତି। ସେପ୍ଟେମ୍ବର ୧୫ ଯାଏ ଏହି ଅବଧି ବଢ଼ାଯାଇଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ADVERTISEMENT