ମର୍ମନ୍ତୁଦ ସଡକ ଦୁର୍ଘଟଣା

13

ବ୍ରହ୍ମପୁର,୨୮/୯(ଗୁରୁ ପ୍ରସାଦ ): ବ୍ରହ୍ମପୁରର ଜଗନ୍ନାଥ ପୁର ଛକ ନିକଟରେ ଗତ କାଲି ଏକ ଦୁର୍ଘଟଣ ଘଟିଛି, ଏକ ବୋଲେରୋ ଗାଡିର ପଛ ଚକା ଫୁଟି ଯାଇଥିବାରୁ ଭାର ସାମ୍ୟ ହରାଇ ଗାଡିଟି ପ୍ରଥମେ ରାସ୍ତା ପାଶ୍ୱରେ ଯାଉଥିବା ଏକ ଝିଅକୁ ଧକ୍କା ମାରିବା ପରେ ଏକ ଟ୍ରକର ପଛ ପଟେ ଧକା ଦେଲା । ଟ୍ରକରେ ଧକା ଲାଗିବା ଫଳରେ ଝିଅ ଓ ଉଭୟ କାରରେ ବସି ଥିବା ସ୍ଵାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ମୃତ୍ୟୁ ସ୍ତ୍ରୀ ଲୋକ ଜଣଙ୍କ ଗର୍ଭବତୀ ଥିଲେ ।

ADVERTISEMENT