ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା : ଆଜି ପଟ୍ଟାମୁଣ୍ଡାଇ ଅଳଭାଠାରେ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କଲେ

32

କେନ୍ଦ୍ରାପଡ଼ା,୩୦/୯(ଏଜେନ୍ସି): ଆଜି ପଟ୍ଟାମୁଣ୍ଡାଇ ଅଳଭାଠାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କଲେ ମାନ୍ୟବର ଆଇନ ବିଭାଗ ଓ ନଗର ଉନୟନ ଏବଂ ପଞ୍ଚାୟତ ରାଜ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା | କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମୁନିସିପାଲିଟର କାର୍ଯ୍ୟାଳୟ ଗୃହ, ପଟ୍ଟାମୁଣ୍ଡାଇ ନୁଆ ବସଷ୍ଟାଣ୍ଡ, ଉଦଘାଟନ କଲେ |ଉକ୍ତ କାର୍ଯ୍ୟକ୍ରମରେ ରାଜନଗର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ, ପଟ୍ଟାମୁଣ୍ଡାଇ ତହସିଲଦାର, ମୁନିସିପାଲିଟି ଅଧିକାରୀ ପୋୖରାଧ୍ୟକ୍ଷା ବୈଜୟନ୍ତୀମାଳା ଲେଙ୍କା ଓ iicଙ୍କ ଦ୍ୱାରା ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା |

ADVERTISEMENT