ରୋଷେଇ କରୁଥିବା ବେଳେ ଷ୍ଟୋଭ୍‌ ଫାଟିଗଲା , ୪ ଗୁରୁତର

12

ବଲାଙ୍ଗିର,୧।୧୦(ଏଜେନ୍ସି) : ରୋଷେଇ ବେଳେ ଷ୍ଟୋଭ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତ କାଲି ସନ୍ଧ୍ୟାରେ ଘଟିଛି ।  ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ) ।

ADVERTISEMENT