ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ତରଫରୁ ପଞ୍ଚମ ଅଭିଭାବକ ଓ ଶିକ୍ଷକ ବୈଠକ

18

କନ୍ଧମାଳ,୨।୧୦(ଏଜେନ୍ସି) : କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ତରଫରୁ ପଞ୍ଚମଥର ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ସ୍କୁଲରେ ଥିବା ସଭାଗୃହ ଠାରେ କରାଯାଇଥିଲା, ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ଡ଼ିପିଓ (ଏଲଏ ସଇ)ସଞ୍ଜିବ ମିଶ୍ର ଯୋଗଦେଇଥିବା ସହ ସ୍କୁଲର ଅଧକ୍ଷ ଶ୍ରୀ ବି.ସାଇରମ ପାତ୍ର, ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୨୦ଜଣ ଅଭିଭାବକ ଯୋଗଦେଇଥିଲେ ।

ADVERTISEMENT