ସାମୁଦ୍ରିକ ଥାନାରେ ଡ୍ୟୁଟି ବେଳେ ଶୋଇ ଯାଉଛନ୍ତି ପୁଲିସ

23

କେନ୍ଦ୍ରାପଡା ,୩୧/୮(ଏଜେନସି) : ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶର ଉପକୂଳ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବରରେ ପୁଲିସ ପକ୍ଷରୁ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ମକ୍‌ଡ୍ରିଲ କରାଯାଉଛି । କିନ୍ତୁ ଏପଟେ ସାମୁଦ୍ରିକ ଥାନାରେ ଡ୍ୟୁଟି ବେଳେ ଶୋଇ ଯାଉଛନ୍ତି ପୁଲିସ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଆଜି ଏଭଳି ସ୍ଥିତି ନଜରକୁ ଆସିଛି ।

ADVERTISEMENT