ବନବାସି ସେବା ସମିତିର ପ୍ରତିଷ୍ଠାତାଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ଭବନ ସମ୍ମାନ ଓଡିଶା -୨୦୧୯ପୁରସ୍କାର

7

କନ୍ଧମାଳ,୨।୧୦(ଏଜେନ୍ସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଥିବା ବନବାସୀ ସେବାସମିତିରେ ପ୍ରତିଷ୍ଠାତା ଶ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ଭବନ ସମ୍ମାନ ଓଡିଶା ୨୦୧୯ ପୁରସ୍କାର ପାଇବାରୁ ବାଲିଗୁଡ଼ାରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ଏହି ପୁରସ୍କାର ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱର କେନ୍ଦ୍ର ତରଫରୁ ପାଇଛନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜ୍ୟପାଳ ପ୍ରଫେସର ଡାକ୍ତର ଶ୍ରୀ ଗଣେଶ ଲାଲ ଅଧକ୍ଷ ଶ୍ରୀ ବି.କେ. ମହାପାତ୍ର, ଉପା ଧକ୍ଷ ଶ୍ରୀ ଡ଼.ଏସ. କେ. ତାମୋତିଆ ଯୋଗଦେଇଥିଲେ ।

ADVERTISEMENT