ବାଲିଗୁଡା ଉପଖଣ୍ଡରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ

25

ବାଲିଗୁଡା,୨।୧୦(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ବାଲିଗୁଡା ସାହରରେ ଜାତିର ପିତା ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହ ପ୍ରତେକ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହରର ବରିଷ୍ଟ ଆଇନଜୀଵୀ କୌଶିକ ସାହୁ, ନଗର ଅଧକ୍ଷା ମମତା ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଲେଙ୍କାଙ୍କ ଉପସ୍ତିତିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୄତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମହାତ୍ମା ଗାନ୍ଧୀଙ୍କର ନାରା ଦେଇ ଶେଭାଯାତ୍ରା କରିଥିଲେ l

ADVERTISEMENT