ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି

22

ଢେଙ୍କାନାଳ,୩୧/୮(ନରେନ୍ଦ୍ର ଜେନା ) : ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟରେ ଅତନୁକୁମାର ସାମନ୍ତଙ୍କ ଉପସ୍ଥିତିରେ ଜିଲାପାଳ ଭୂମେସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତଳୋନ କରିଥିଲେ । ସ୍ୱାୟତ୍ତ ଶାସନ ଦିବସର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ତାହା ସହ କର୍ମଚାରୀ ମାନେ ନିଷ୍ଠାପର ସହ ଦାଇତ୍ୱ ନିର୍ବାହ କରିବାକୁ ଉପଦେଶ ଦେଇଥିଲେ । ପରେ ପରେ ଜିଲ୍ଲାର ବିଭିନ୍ନ ବୀର ପୁତ୍ର ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଅନ୍ୟନ୍ୟ କର୍ମଚାରୀ ମାନେ ଉପସ୍ତିତି ରହି କାର୍ଯ୍ୟକର୍ମକୁ ସୁଚାରୁ ରୂପେ ସମ୍ପନ କରିଥିଲେ ।

ADVERTISEMENT