ପ୍ରଥମ ଏନଏସିର ପ୍ରଥମ ଅନାସ୍ଥା ପାଇଁ ପ୍ରକଳ୍ପ ନିର୍ଦେଶକଙ୍କ ଯାଞ୍ଚ ପକ୍ରିୟା ଆରମ୍ଭ

18

ବାଲିଗୁଡା,୩/୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଅଧକ୍ଷା ଶ୍ରୀ ମମତା ବେହେରାଙ୍କ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଲଖିତ ଭାବେ ଅଭିଯୋଗ କରିଥିଲେ । ଏନେଇ ଆଜି ଏହାର ତଦନ୍ତ ଯାଞ୍ଚ ପ୍ରକ୍ରିୟା ପାଇଁ ପ୍ରକଳ୍ପ ନିର୍ଦେଶକ ଶ୍ରୀ ବିଶ୍ୱନାଥ ବାରିକ ଧାରା 54(a)ଅନୁଯାୟୀ ଏକ ତୃତୀୟାଅଂଶ କାଉନ୍ସିଲରଙ୍କ ଦସ୍ତଖତ କରାଇଥିଲେ ଏହି ଦସ୍ତଖତରେ ସାତୋଟି କାଉନ୍ସିଲର ଶାନ୍ତିଲତା ନାୟକ, ସସ୍ମିତା ବେହେରା, ବରଦା ପ୍ରସାଦ ମିଶ୍ର, ଅର୍ଜୁନ ନାୟକ, ନାରାୟଣ ଡାକୁଆ, ଶିରୀଶ ପ୍ରଧାନ, ଜୟନ୍ତୀ ଜେନା
ଉପସ୍ଥିତ ଥିଲେ । ଏହା ସହ ବାଲିଗୁଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ରହି କାର୍ଯ୍ୟ ସମ୍ପର୍ଣ କରିଥିଲେ ।

ADVERTISEMENT