ଜିଲ୍ଲା କଗ୍ରେସ ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳନ

6

ବ୍ରହ୍ମପୁର,୩/୧୦(ସୁଦାମ ମହାରଣା) : ବ୍ରହ୍ମପୁର ବାପୁଜୀ ଆଶ୍ରମଠାରେ ଜିଲ୍ଲା କଗ୍ରେସ ପକ୍ଷରୁ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି । ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗାନ୍ଧୀନଗର ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ସ୍ମୃତି ଚାରଣ ସଭା ଜିଲ୍ଲା ସଭାପତି ଡ.ତ୍ରିନାଥ ବେହେରାଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କାର୍ଯ୍ୟ କାରି ସଭାପତି ପୀତବାସ ପଣ୍ଡା, ବିଦ୍ୟାଧର ପ୍ରଧାନ, ଭୋକାଲି ସେଠି ,ମହିଳା ସଭାନେତ୍ରୀ ସ୍ବରୂପା ତ୍ରିପାଠୀ, ନଗର ସଭାପତି ପ୍ରମୋଦ ଜେନା, ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ADVERTISEMENT