ବାଲିଗୁଡା ଏନଏସି ତରଫରୁ ସ୍ଵଛ ଓଡିଶା ସୁସ୍ଥ ଓଡିଶା ଅଙ୍ଗିକାର କାର୍ଯ୍ୟକ୍ରମ

36

ବାଲିଗୁଡା,୩/୧୦(ଡି .ଏଚ /ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ତରଫରୁ ସ୍ଵଛ ଓଡିଶା ସୁସ୍ଥ ଓଡିଶା ପରିମଳର ନୂଆ ପରିଭାଷା ଓ ଅଙ୍ଗିକାର କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବାଲିଗୁଡା ଏନଏସି ଅଧକ୍ଷା ମମତା ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାର ଜୟଦେବ ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ସାହୁ, ମୁକେଶ ରଞ୍ଜନ ନାୟକ, ଦେବାଶିଷ ମହାନ୍ତି, ସୁମନ କୁମାର ତ୍ରିପାଠୀ, ସମସ୍ତ ଝାଡୁଦାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେବାସହ ଆବାସ ଯୋଜନାରେ ପାଇଥିବା ହିତାଧିକାରୀଙ୍କୁ ଅଙ୍ଗିକାର ଯୋଜନା ସାମିଲ କରିବାପାଇଁ ଆଲୋଚନା ହୋଇଥିଲା ।

ADVERTISEMENT