ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମର ଅବସର ପ୍ରାପ୍ତ ସିନିଅର ଆସିଷ୍ଟାଣ୍ଟ ଲକ୍ଷ୍ମୀ ପ୍ରସାଦ ରାଓ

34

ବ୍ରହ୍ମପୁର,୩/୧୦(ଡି .ଏଚ/ ସୁଦାମ ମହାରଣା ) : ଅବସର ପରେ ପୁନଃ ନିଯୁକ୍ତି ଭାବେ ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ଥିଲେ ଅଫିସ ଆସିଷ୍ଟାଣ୍ଟ ଭାବେ । ବ୍ରହ୍ମପୁର ମହାନଗର ନିଗମର ଦୋକାନ ଘର ମାଲିକାନା ବଦଳାଇବା ଫାଇଲ୍ ପ୍ରୋସେସ୍ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ।

ADVERTISEMENT