ମହାମାୟୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା କର୍ତ୍ୟୁପକ୍ଷ ସହଯୋଗରେ ଗରିବ ଅସହାୟ ବୃଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ

43

ବ୍ରହ୍ମପୁର, ୪/୧୦ (ଇ ରଞ୍ଜନ ): ଦୀର୍ଘ ୬ ଦିନ ଧରି ମହାମୟୀ ମହିଳା ମହା ବିଦ୍ୟାଳୟ ଧରି ଚାଲିଥିବା ଜାତୀୟ ସେବା ଶିବିର ଅନୁଷ୍ଠିତ ହଇଥିବା ବେଳେ ଆଜି କଲେଜ ଅଧକ୍ଷ କୃଷ୍ଣ ପ୍ରସାଦ ମହାପାତ୍ର ଙ୍କ ଅଧିକ୍ଷତା ରେ ସରକାରୀ ଏମ.କେ.ସି.ଜି କଲେଜ ଅନୁଷ୍ଠାନ ପକ୍ଷ ରୁ ପ୍ରୋଫଫେସର ଡା.ନଗେଶ୍ୱର ରାଓ ସୁବୁଦ୍ଧି ଙ୍କ ନେତୃତ୍ୱ ରେ ଏକ ଡାକ୍ତରୀଦଳ ଆସି ମାଗଣା ଚକ୍ଷୁ ଶିବିର ରେ ଯୋଗଦାନ କରି ଡାକ୍ତରୀ ଙ୍କ ଚକ୍ଷୁ ବିଷୟରେ ଏକ ସଂକ୍ଷୀପ୍ତ ବିବରଣୀ ଟି ୱାର୍ଡସପ୍ପ ମାଧ୍ୟମରେ ନିଜର ଚକ୍ଷୁ ସୁରକ୍ଷା ପ୍ରତି ଯତ୍ନବlନ ଉପରେ ବୁଝାଇବା ସହ ସ୍ୱଚ୍ଛl ସେବୀନି ମାନଙ୍କୁ ମୋବlଇଲ ରେ ଶେୟାର କରିଥିଲେ ଏହା ସହ ନିକଟବର୍ତ୍ତୀ ଅଞ୍ଚଳ ର ପୁର୍ଣବାସି କଲୋନୀ, ଲେପର୍ସ କଲୋନୀ ଖାଲା ସାହି ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ଶତାଧିକ ଲୋକଙ୍କ ଉପସ୍ଥିତ ରେ ମାଗଣାରେ ଚକ୍ଷୁ ଚିକିତ୍ସା ସହ ଔଷଧ ପତ୍ର ସେବା ଯୋଗାଇ ଦେଇଥିଲେ ଏଥିସହ କଲେଜ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ସ୍ବେଛାସେବୀନି ମାନେ ମଧ୍ୟ ନିଜ ନିଜର ଚକ୍ଷୁ ପରୀକ୍ଷା କରିଥିଲେ ସଂଯୋଜିକା ସ୍ଵର୍ଣଲତା ପଟ୍ଟନାୟକ, ସସ୍ମିତା ସାହୁ, ସୁନିତା ଜେନା, ସମେତ ସମସ୍ତ ଛାତ୍ରୀ ଉପସ୍ଥିତ ରହି ସହଯୋଗ ରେ ହାତ ବଢେଇଥିଲେ l

ADVERTISEMENT