ଭିଜିଲାନ୍ସ ମାମଲା ଥିବାରୁ ୨ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

12

ଢେଙ୍କାନାଳ, ୪/୧୦ (ଏଜେନ୍ସି) :ଭିଜିଲାନ୍ସ ମାମଲା ଥିବାରୁ ୨ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ଢେଙ୍କାନାଳ OTES ଆର୍‌ଟିଓ ବସନ୍ତ ବେହେରାଙ୍କୁ ଅବସର, ଏକ୍ସସାଇଜ୍‌ ଡେପୁଟି କମିସନର ଦିଲୀପ କୁମାର ନାଗଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଗଲା । ବସନ୍ତଙ୍କ ନାଁରେ ରହିଛି ୨ଟି ଭିଜିଲାନ୍ସ ମାମଲା, ବସନ୍ତଙ୍କ ନାଁରେ ଥିଲା ୩ କୋଟି ୬୧ ଲକ୍ଷ ଟଙ୍କାର ସମ୍ପତ୍ତି, ଦିଲୀପଙ୍କ ନାଁରେ ଥିଲା ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠାବ ।

ADVERTISEMENT