ଜୁଆ ଆଡ୍ଡାରେ ଚଢ଼ଉ,୧୧ ଗିରଫ

12

ବ୍ରହ୍ମପୁର,୫/୧୦(ଗୁରୁ ପ୍ରସାଦ) : ଶୁକ୍ରବାର ରାତି ପ୍ରାୟ ୧୨ ଘଣ୍ଟ ସମୟରେ ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମରେ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ୧୧ଜଣ ଯୁଆଡ଼ିଙ୍କୁ ଗିରଫ କରାଯାଇଛି । ଉକ୍ତ ସମୟରେ କିଛି ଅସାମାଜିକ ବ୍ୟକ୍ତି ପୋଲିସ ଉପରକୁ ଆକ୍ରମଣ କରିଥିବା ଜଣାଯାଇଛି , ଏସଆଇ ବିଭୁତି ଆହତ ହୋଇଥିବା ବେଳେ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ନେଇ ସୂଚନା ମିଳିଛି ଏବଂ ଗୋଟିଏ ପଲ୍ସର୍ ୨୨୦ ଓ ଗ୍ଲାମର୍ ବାଇକ୍ ଜବତ ହୋଇଥିବା ସଦର ଥାନା ପୋଲିସ ପକ୍ଷରୁ କୁହାଯାଇଛି ଏ ନେଇ ଅଧିକ ତଦନ୍ତ ଜାରିରହିଛି l

ADVERTISEMENT