ସର୍ପାଘାତରେ ଜଣେ ମୃତ

12

ନୟାଗଡ଼,୫/୧୦(ଏଜେନ୍ସି ) : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଭାପୁର ବ୍ଲକ ବାଇଗୁଣିଆ ଗ୍ରାମର ବଡ଼ ସାହିର ମେଳଛ ମଲ୍ଲିକ୍ ଙ୍କ ପୁତ୍ର କାଳନ୍ଧି ମଲ୍ଲିକଙ୍କ ସାପ କାମୁଡ଼ାରେ ମର୍ତ୍ୟୁ ହୋଇଛି । ସାପ କାମୁଡ଼ାବା ପରେ ପରିବାର ଲୋକେ ଭୁବନେଶ୍ୱର ମେଡିକାଲ ନେଇଥିଲେ ସେଠାରେ ଆଜି (ଶନିବାର ) 10;30 ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ADVERTISEMENT