ଦୁର୍ଗା ପୂଜା ଉପଲକ୍ଷେ ବାଲିଗୁଡା ନୁଆସାହିରେ ଡ୍ୟାନ୍ସ ପ୍ରତିଯୋଗିତା

17

ବାଲିଗୁଡା,୬।୧୦(ଏଜେନ୍ସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହିରେ ଦୁର୍ଗା ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତି ଯୋଗୀତାରେ ବାଲିଗୁଡା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇଥିଲେ । କମିଟି ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ ଏହି ଡ୍ୟାନ୍ସ ପ୍ରତିଯୋଗିତାରେ କୁନି କୁନି ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ପୁରସ୍କାର ବିତରଣ କରାଯାଇଥିଲା ଏହି ଡ୍ୟାନ୍ସ ପୋଗ୍ରାମକୁ ସହରର ଜନସଧାରଣ ଉପଭୋଗ କରିଥିଲେ ।

ADVERTISEMENT