ବ୍ରହ୍ମପୁର ରାଜରାସ୍ତା ଲେଖା ଯେପରୀ କାମ ସେପରି

13

ବ୍ରହ୍ମପୁର,୬।୧୦(ଗୁରୁ ପ୍ରସାଦ) : ବ୍ରହ୍ମପୁର ଅନ୍ତର୍ଗତ ଗୋଷଣିନୁଆଗାଁ ଗ୍ରାମର ଅନ୍ଧପସରା ରୋଡରେ ରାସ୍ତାକାମ ବନ୍ଦ ଅଛି କିନ୍ତୁ ରାସ୍ତାକାମ ଚାଲୁଅଛି ଲେଖି ପ୍ରବେଶ ନିଷେଧ ପରିବର୍ତ୍ତେ ସେମାନେ ପ୍ରବେଶ ନିପେଧ ବୋଲି ଲେଖିଛନ୍ତି । ତେବେ ଏଥି ପାଇଁ ଦାୟୀ କିଏ? ଏଥିପ୍ରତି କାହାର କଣ ସତରେ ଦୃଷ୍ଟି ନାହିଁ। ଲେଖିଛନ୍ତି ଯେଉଁପରି ରାସ୍ତା କାମ ବି ହେଉଛି ସେହିପରି ରାସ୍ତା କାମର କୌଣସି ସୂଚନା ଫଳକ ନାହିଁ ଏବଂ ରାସ୍ତା କାମ ସରିବାର ୩ ମାସ ନ ପୁରୁଣୁ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଢୁଛି ।

ADVERTISEMENT