ରାଜଧାନୀରେ ଅତି ଆଡମ୍ବର ସହ ପୂଜା ପାଉଛନ୍ତି ମାଆ ଦୁର୍ଗା

34

ଭୁବନେଶ୍ୱର,୬।୧୦(ଏଜେନ୍ସି) : ରାଜଧାନୀରେ ଏବର୍ଷ ୧୭୨ ଓ କଟକରେ ୧୬୨ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। କଟକରେ ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ଝଟକୁଛନ୍ତି ମାଆ। ନୂଆ ରଙ୍ଗ ଓ ରୂପରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ। ଭଳିକି ଭଳି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ସାରା ପରିବେଶ।

ADVERTISEMENT