କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

24

କଳାହାଣ୍ଡି,୬।୧୦(ଏଜେନ୍ସି ) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, କଟକଣା ସତ୍ତ୍ବେ ହଜାର ହଜାର ପଶୁପକ୍ଷୀଙ୍କୁ ବଳି, ମାନସିକ ପୂରଣ ପାଇଁ ବଳି ପକାଇଲେ ଲୋକେ, ଲକ୍ଷାଧିକ ଭକ୍ତଙ୍କ ସମାଗମ । ସୁରକ୍ଷା ନିମନ୍ତେ ୧୦ ପ୍ଲାଟୁନ ପୋଲିସ ମୁତୟନ ଅଟନ୍ତି ।

ADVERTISEMENT