ଖଣି ନିଲାମ ବିଜ୍ଞପ୍ତି ନେଇ ପି.ସି.ସି ସଭାପତିଙ୍କ ପ୍ରତିକ୍ରିୟା

7

ଭୁବନେଶ୍ୱର, ୭/୧୦(ଏଜେନ୍ସି) : ଖଣି ନିଲାମ ବିଜ୍ଞପ୍ତି ନେଇ ପି.ସି.ସି ସଭାପତିଙ୍କ ପ୍ରତିକ୍ରିୟା: ରାଜ୍ୟ ସରକାର ୭୦% ଖଣି ନିଜ ହାତରେ ରଖନ୍ତୁ । ଖଣି ହିଁ ଓଡ଼ିଶାର ପାଣ୍ଠି, ନଚେତ୍ ଓଡ଼ିଶାର ଭବିଷ୍ୟତ ଅନ୍ଧକାର!!
ଖଣି ପରିଚାଳନା ପାଇଁ ଆବଶ୍ୟକ ହେଲେ ଆଉ ଗୋଟିଏ ନିଗମ କରନ୍ତୁ ସରକାର । ଏହାଦ୍ବାରା ରାଜ୍ୟରେ କଞ୍ଚାମାଲର ଅଭାବ ରହିବ ନାହିଁ । ନୂଆ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାରେ ସହାୟକ ହେବବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ADVERTISEMENT