ଦାଣ୍ଡିଆ ନାଚରେ ଉତ୍ସବ ମୁଖର ରେଶମ ସହର

10

ବ୍ରହ୍ମପୁର,୭/୧୦(ଗୁରୁ ପ୍ରସାଦ) : ପବିତ୍ର ନବରାତ୍ରି ପୂଜା ଉପଲକ୍ଷେ ଚଳ ଚଞ୍ଚଳ ହୋଇ ଉଠୁଛି ରେଶମ ସହର ଏପଟେ ଜଗତ ଜନନୀ ମା ଦୁର୍ଗାଙ୍କର ପୂଜା ଆରାଧନା ଚାଲିଥିବା ବେଳେ ଆରପଟେ ରଂଗା ରଙ୍ଗ ସଂସ୍କୃତିକ କାଯ୍ୟକ୍ରମ ପରିବେଶକୁ ଆହୁରି ରଙ୍ଗୀନ ଓ ମନ ମୁଗ୍ଧକର କରି ଦେଉଛି l ଚଳିତ ବର୍ଷ ବ୍ରହ୍ମପୁରର ଏସ.ଏସ.ଟିଭି ପଡିଆ ଠାରେ ସର୍ଵଭାରତୀୟ ହସ୍ତଶିଳ୍ପୀ ପ୍ରଦର୍ଶିନି ଅନୁଷ୍ଠିତ ହୋଇଅଛି l ଏହିଠାରେ ଅନେକ ଆକର୍ଷଣୀୟ ପ୍ରତିଭା ଦେଖିବାକୁ ମିଳୁଛି l

ADVERTISEMENT