ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା

11

ବ୍ରହ୍ମପୁର,୭/୧୦(ଗୁରୁ ପ୍ରସାଦ) : ବ୍ରହ୍ମପୁର ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବ୍ରହ୍ମପୁର ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)।

ADVERTISEMENT