ଦୁର୍ଗାପୂଜା ଅବସରରେ ଦାରିଙ୍ଗବାଡି ସହର ଉତ୍ସବ ମୁଖର

12

ଦାରିଙ୍ଗବାଡି, ୭/୧୦(ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଦଶହରା ପୂଜା ଧୁମ ଧାମରେ ପାଳନ କରାଯାଇଛି l ଏହି ପୂଜା ଚାରିଛକରେ କରାଯାଇଛି ଏହି ଅଷ୍ଟମୀ ତିଥିରେ ମାଙ୍କ ଦର୍ଶନ ନିମନ୍ତେ ଦାରିଙ୍ଗବାଡିରେ ବହୁ ଜନସାଧାରଣଙ୍କ ଗହଳି ଦେଖିବାକୁ ମିଳିଥିଲା ଏହି ପୂଜା ବଣିକ ସଙ୍ଘ ତରଫରୁ ଆୟୋଜନ କରାଯାଇଛି l

ADVERTISEMENT