ଆମ୍ବୁଲାନ୍‌ସ ନେଲା ପ୍ରସୂତିଙ୍କ ଜୀବନ

3

ମୟୂରଭଞ୍ଜ,୭/୧୦(ଏଜେନ୍ସି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆମ୍ବୁଲାନ୍‌ସ ନେଲା ପ୍ରସୂତିଙ୍କ ଜୀବନ। ପ୍ରସୂତିଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍‌ସରେ ଅଧାବାଟରେ ତେଲ ସରିଯିବାରୁ ଠିକ ସମୟରେ ମେଡିକାଲରେ ପହଞ୍ଚି ପାରିନଥିଲା। ପ୍ରସବ ବେଦନା ଅସହ୍ୟ ହେବା ପରେ ମେଡିକାଲ ଯିବା ବାଟରେ ପ୍ରାଣ ହରାଇଲେ ପ୍ରସୂତି।

ADVERTISEMENT