ରାଜଧାନୀରେ ଦଶହରା ଉପଲକ୍ଷେ ସୁରକ୍ଷା କଡ଼ାକଡ଼ି

5

ଭୁବନେଶ୍ୱର, ୮/୧୦(ଏଜେନ୍ସି ) : ରାଜଧାନୀ ପୂଜା ମଣ୍ଡପରୁ ସିରିଜ ଲୁଟ୍‌ ପରେ ସୁରକ୍ଷା କଡ଼ାକଡ଼ି: ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ପୋଲିସ କମିସନର । ଭୁବନେଶ୍ବରର ୫ଟି ପୂଜାମଣ୍ଡପକୁ ଯିବେ ସୁଧାଂଶୁ ଷଡ଼ଙ୍ଗୀ । ରାବଣ ପୋଡ଼ି ଆୟୋଜନର ସ୍ଥିତି ମଧ୍ୟ ପରଖିବେ, ୨୦ରୁ ଅଧିକ ଲୁଟ୍‌ ଘଟଣା ନେଇ ଅଭିଯୋଗ ପରେ ୫ ଅଟକ ଅଛନ୍ତି !!

ADVERTISEMENT