ମୁମ୍ବାଇରେ ଜଣେ ଭିକାରି ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

15

ମୁମ୍ବାଇ, ୮/୧୦( ଏଜେନ୍ସି) : ମୁମ୍ବାଇରେ ଜଣେ ଭିକାରି ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବକରାଯାଇଛି । ୮.୭୭ ଲକ୍ଷର ବ୍ୟାଙ୍କ ଜମା ଓ ଦେଢ଼ ଲକ୍ଷ ଟଙ୍କାର ଖୁଚୁରା ପଇସା ଜବତ । ନିକଟରେ ଟ୍ରେନ୍‌ ଧକ୍କାରେ ଭିକାରି ବୁରଜୁ ଚନ୍ଦ୍ରର ମୃତ୍ୟୁ ହୋଇଥିଲା !

ADVERTISEMENT