ରାତି ଅଧରେ ମେଡ଼ିକାଲ ପରିଦର୍ଶନ କଲେ ନବରଙ୍ଗପୁର ଏସପି

ନବରଙ୍ଗପୁର,୯।୧୦( ଏଜେନ୍ସି ) : ମେଡ଼ିକାଲ ହେବ ଦଲାଲ୍ ମୁକ୍ତ, ସରକାରଙ୍କ ଏହି ଆହ୍ୱାନକୁ ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ଥରରେ ଏସପି ତତ୍ପର । ରାତି ଅଧରେ ମେଡ଼ିକାଲ ପରିଦର୍ଶନ କଲେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକର ଏବଂ ରୋଗୀଣାଙ୍କ ହାଲ ଚାଲ ପଚାରି ବୁଝିଲେ ।

ADVERTISEMENT