ମେଡିସିନ୍‌ କ୍ଷେତ୍ରରେ ୨୦୧୯ ପାଇଁ ୩ ଜଣ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୯।୧୦,(ଏଜେନ୍ସି ) : ମେଡିସିନ୍‌ କ୍ଷେତ୍ରରେ ୨୦୧୯ ପାଇଁ ୩ ଜଣ ପାଇବେ ନୋବେଲ ପୁରସ୍କାର ପାଇବେ , ସେମାନେ ହେଉଛନ୍ତି ୱିଲିୟମ ଜି. କାଏଲିନ୍‌ ଜୁନିଅର ଓ ସାର୍‌ ପିଟର ଜେ ରାଟକ୍ଲିଫ୍‌ । ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ବି ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର କାରଣ ଅମ୍ଳଜାନ ପରିମାଣ ସହ ଜୀବକୋଷର ଉପଯୋଜନା ପଦ୍ଧତି ଆବିଷ୍କାର କରିଥିଲେ ।

ADVERTISEMENT