ଯୁବକଙ୍କୁ ଜିଅନ୍ତା ପୋଡ଼ି ହତ୍ୟା ଘଟଣାରେ ଜଣେ ସନ୍ଦିଗ୍ଧ ଯୁବତୀଙ୍କ ବାପାଙ୍କୁ ଥାନାରେ ଅଟକ

ଜଗତସିଂହପୁର,୯।୧୦(ଏଜେନ୍ସି ): ବାଲିକୁଦା ଦାଆଗାଁରେ ଯୁବକଙ୍କୁ ଜିଅନ୍ତା ପୋଡ଼ି ହତ୍ୟା ଘଟଣାରେ ଜଣେ ସନ୍ଦିଗ୍ଧ ଯୁବତୀଙ୍କ ବାପାଙ୍କୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା ଚାଲିଛି । ଆଜି ସଂପୃକ୍ତ ଯୁବତୀଙ୍କ ନାଁରେ ଏତଲା କରିଥିଲେ ମୃତ କୃଷ୍ଣଙ୍କ ପତ୍ନୀ, ସଂପୃକ୍ତ ଯୁବତୀ ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରିଥିଲେ ।

ADVERTISEMENT