ପରିବାର ସହ ଯାଉଥିବା ବେଳେ ହଠାତ ପୋଲରୁ ନଦୀକୁ ଡେଇଁଲେ ଯୁବକ

କଟକ,୮/୧୦(ଏଜେନ୍ସି ) : କଟକ କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଲେ ଯୁବକ । ସେ ପରିବାର ସହ ପୋଲରେ ଯାଉଥିବା ବେଳେ ନଦୀକୁ ଡେଇଁଥିବା ସୂଚନା ମିଳିଛି , ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ। ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି, ପ୍ରତ୍ୟେକ୍ଷ ଦର୍ଶୀଙ୍କର କହିବା ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଓ ତାଙ୍କର କୁନି ପିଲା ସହ ଅସୁଥିବା ସମୟରେ ଗାଡି ଅଟକାଇ ହଟାତ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଉକ୍ତ ଯୁବକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

ADVERTISEMENT