ଧାର୍ମିକ ଫୋଟର ନିଆଁ ଲଗାଇବା ମାହାଙ୍ଗା ପଡିଲା : ଗିରଫ ହେଲେ ଯୁବକ

17

ରାୟଗଡା,୮/୧୦(ଏଜେନ୍ସି) : ରାୟାଗଡା ଜିଲ୍ଲା ଖବର କାଶୀପୁର ବ୍ଲକ ପଂଜାଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ଧାର୍ମିକ ଫୋଟୋରେ ନିଆଁ ଲଗାଇ ଜାଳିବା ଫଳରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଫୋଟୋରେ ନିଆଁ ଲଗାଇବା ବେଳେ କେହି ଜଣେ ଫୋଟୋ ଭିଡି଼ଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିବା ଫଳରେ ଯୁବକ ଜଣକୁ ପୋଲିସ ଗିରଫ କରିଛି ।

ADVERTISEMENT