ପି.ଏମ କିଷାନ ସମ୍ମାନ ନିଧି ଯୋଜନା ପାଇଁ ଆଧାର ଲିଙ୍କ୍‌ ନିୟମ କୋହଳ

8

ଭୁବନେଶ୍ୱର,୧୦/୧୦(ଏଜେନ୍ସି) : ପି.ଏମ କିଷାନ ସମ୍ମାନ ନିଧି ଯୋଜନା ପାଇଁ ବାଧ୍ୟତାମୂଳକ ଆଧାର ଲିଙ୍କ୍‌ ନିୟମକୁ ନଭେମ୍ବର ୩୦ ଯାଏ କୋହଳ କରାଯାଇଛି । PM କିଷାନ ଟଙ୍କା ପାଇବା ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ ଥିଲା । ପି.ଏମ କିଷାନ ଯୋଜନାରେ ଅନ୍ତରଭୁକ୍ତ ସମସ୍ତ ଜନବାସୀଙ୍କୁ ଆସନ୍ତା ନଭେମ୍ବର ୩୦ସୁଦ୍ଧା ଯୋଜନା ସହ ଆଧାର ସଂଯୋଗ କରିବାକୁ ସୁଯୋଗ ଦିଆଯାଇଛି ।

ADVERTISEMENT