ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ଶ୍ରୀଲଙ୍କା ୩ଟି ମ୍ୟାଚ୍‌ରେ ବିଜୟୀ

7

ନୂଆଦିଲ୍ଲୀ, ୧୦/୧୦(ଏଜେନ୍ସି ) : ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭ୍ରମଣକାରୀ ଶ୍ରୀଲଙ୍କା ସବୁ ୩ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଏଥିସହିତ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ଶ୍ରୀଲଙ୍କା ଟି୨୦ରେ ନେଇଛି।

ADVERTISEMENT