ବ୍ରହ୍ମପୁର ମହାନଗର ନିଗମ ତରଫରୁ ଚଢ଼ଉ : ଅଧକିଲୋ ଓଜନର ପଲିଥିନ ସହ ୫ କିଲୋ ପାଣିପାଉଚ ଜବତ

11

ବ୍ରହ୍ମପୁର,୧୦/୧୦(ଗୁରୁପ୍ରସାଦ) : ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ ସୂଚନା ଦେଇଛନ୍ତି। ଦିନକ ମଧ୍ୟରେ ପ୍ରାୟ ଅଧକିଲୋ ଓଜନର ପଲିଥିନ ସହ ୫ କିଲୋ ପାଣିପାଉଚ ଜବତ କରାଯାଇଛି। ଜରିମାନା ବାବଦକୁ ପ୍ରାୟ ୫୫ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ମିିଳିଛି।

ADVERTISEMENT