ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ମିଳିତ ଚଢ଼ାଉ: ୧୧ କେଜି ଓଜନର ସୁନା ବିସ୍କୁଟ ଜବତ

11

ନୂଆଦିଲ୍ଲୀ, ୧୦/୧୦(ଏଜେନ୍ସି ) :ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ମିଳିତ ଚଢ଼ାଉ: ୧୧ କେଜି ଓଜନର ସୁନା ବିସ୍କୁଟ ଜବତ କରାଯାଇଛି । ୨ ଅଟକଙ୍କୁ ଜେରା କରାଯାଇ ରାଜଗାଙ୍ଗପୁର ଓ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ଚଢ଼ାଉ ବେଳେ ଜବତ କରାଯାଇଛି । କେନ୍ଦ୍ରୀୟ ଅବକାରୀ, ରାଜସ୍ବ ଗୁଇନ୍ଦା ଓ RPF ମିଳିତ ଭାବେ ଚଢ଼ାଉ କରିଥିଲେ ।

ADVERTISEMENT