ଡିଜିଟାଲ ପଦ୍ଧତିରେ ଦେଖାଇ ହେବ ଗାଡ଼ି କାଗଜପତ୍ର

8

ବ୍ରହ୍ମପୁର,୧୧/୧୦(ଡି.ଏଚ/ଗୁରୁପ୍ରସାଦ ) : ଡିଜିଟାଲ ପଦ୍ଧତିରେ ଦେଖାଇ ହେବ ଗାଡ଼ି କାଗଜପତ୍ର । ଡିଜି ଲକର ଓ ଏମ୍‌-ପରିବହନ ଆପ୍‌ରେ ଦେଖାଇହେବ ଗାଡିର କାଗଜପତ୍ର ।ଏନେଇ ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଚିଠି କଲେ ପରିବହନ କମିଶନର । ଡିଜିଟାଲ ପଦ୍ଧତିରେ ଗାଡ଼ି କାଗଜପତ୍ର ଦେଖାଇଲେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ।

ADVERTISEMENT